ପେପରଲେସ୍ ହେବ ବିଧାନସଭା.. ଆଉ ପେପର୍ ନୁହେଁ ଟ୍ୟାବ୍ରେ ପଢିବେ ବିଧାୟକ..
ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା.. ୧୧ ହଜାରରୁ ୧୬ ହଜାର ହେଲା ଦରମା..
ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ.. ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି.. ଗତ ଫେବୃଆରୀ ପହିଲାରେ ବିଭାଗ ପକ୍ଷରୁ ଜାରି କରାଯାଇଥିଲା ଏହି ବିଜ୍ଞପ୍ତି..
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ..
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ଼ ଅଭିନେତା ଅର୍ଜୁନ କପୁର ଓ ତାଙ୍କ ପିତା ତଥା ପ୍ରଯୋଜକ ବୋନୀ କପୁର.. ଆସନ୍ତା ୧୬ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗ୍ ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କଲେ ଅର୍ଜୁନ ଓ ବୋନୀ କପୁର..
କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ହବ୍କୁ ପଠାଗଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର.. ରାଜ୍ୟର ୨୦୫ଟି ପରୀକ୍ଷା ହବ୍ରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର ରଖାଯିବ.. ପରୀକ୍ଷା ଦିନ ପ୍ରଶ୍ନପତ୍ରଗୁଡ଼ିକୁ ହବ୍ରୁ ପରୀକ୍ଷା କେନ୍ଦ୍ରକୁ ନିଆଯିବ.. ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ଶେଷ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା..



