www.samajalive.in
Sunday, December 14, 2025
17.1 C
Bhubaneswar

ପକ୍ଷୀଙ୍କ ଚିନ୍ତାରେ ଯୁବ ସ୍ବେଛାସେବୀ, ଗଛରେ ବାନ୍ଧିଲେ ମାଟି କଳସ ଓ ବସା

ହରଭଙ୍ଗା : ଗ୍ରୀଷ୍ମ ପ୍ରାରମ୍ଭରୁ  ଅଧିକାଂଶ ପ୍ରାକୃତିକ ଜଳାଶୟ ସବୁ  ଶୁଖିଲା ପଡିଲାଣି। ଆରମ୍ଭରୁ ଯେଉଁ ଭଳି ଭାବେ ଗ୍ରୀଷ୍ମ ତାତି ଅନୁଭୂତ ହେଲାଣି ତାହା ଆଗକୁ କେଉଁରୂପ ଧାରଣ କରିବ ତାହା  ଜଳ ଜଳ ହୋଇ ଦେଖାଦେଲାଣି। ଏବେଠାରୁ ବିକଳ୍ପ ଚିନ୍ତା କରାନଗଲେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ଜୀବନ ଯାପନ  ଦୁର୍ବିସହ ଆଶଙ୍କା ଦେଖାଦେଲାଣି ।  ବର୍ତ୍ତମାନର ଗ୍ରୀଷ୍ମ ତାତି ଏବଂ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମର ସ୍ବେଛାସେବୀ ମାନେ ଏକ ନିଆରା ପଦକ୍ଷେପ ନେଇଛନ୍ତି। ନେହେରୁ ଯୁବ କେନ୍ଦ୍ରର ପୂର୍ବତନ କର୍ମକର୍ତ୍ତା ସୁଧିର ଦୀପଙ୍କ ତତ୍ୱାବଧାନରେ ଗ୍ରାମର ପିଲାମାନଙ୍କୁ ନେଇ ନିକଟସ୍ଥ ଖରଭୂଇଁ ମୁଣ୍ଡେଶ୍ୱର ଗ୍ରାମ୍ୟ ଜଙ୍ଗଲରେ ଗଛଗୁଡିକରେ ପକ୍ଷୀ ମାନଙ୍କ ପାଇଁ ଚଢେଇ ବସା କରିବା ସହ ପିଇବା ପାଇଁ ମାଟି କଳସୀରେ ପାଣି ରଖିଛନ୍ତି । ତେବେ ସ୍ବେଛାସେବୀଙ୍କ ଏହି ଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories