www.samajalive.in
Monday, December 15, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ଘର ଭିତରକୁ କେମିତି ପ୍ରବେଶ କଲା ବିଶାଳକାୟ ଅଜଗର

ନୂଆଦିଲ୍ଲୀ : ଅଜଗର ହେଉ କିମ୍ବା ଅନ୍ୟ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ଲାଗିବା ସାଧାରଣ କଥା। ଅଜଗର ନିଜ ଶିକାରକୁ ଦଂଶନ କରିବା ବଦଳରେ ସିଧାସଳଖ ଗିଳି ଦେଇଥାଏ। ତେବେ ଚିନ୍ତା କରନ୍ତୁ ଯଦି ଏକ ବିଶାଳକାୟ ଅଜଗର ଘର ଭିତରକୁ ପ୍ରବେଶ କରୁଥିବା ଦେଖିବେ ଅବସ୍ଥା କ’ଣ ହେବ। ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ସାପଟି ଏକ ପାଇପ ଜରିଆରେ ଘରେ ଭିତରକୁ ଧିରେ ଧିରେ ପ୍ରବେଶ କରୁଛି।

- Advertisement -

ଭିଡିଓରେ ଦେଖିପାରିବେ ସାପଟି ପାଇପ ଦ୍ୱାରା ଖୁବ୍‌ କମ୍‌ ସ୍ଥାନରେ ଧିରେ ଧିରେ ଘର ଭିତରକୁ ପ୍ରବେଶ କରୁଛି। ଘରର ଲୋକଙ୍କ ନଜର ସାପ ଉପରେ ପଡିବା ମାତ୍ରେ ଭୟଭୀତ ହୋଇ ଯାଇଥିଲେ । ସାପଟିକୁ ଦେଖିବା ମାତ୍ରେ କୁକୁର ମଧ୍ୟ ଭୁକିବା ଆରମ୍ଭ କରିଥିଲା। ଭିଡିଓଟି କେଉଁ ସ୍ଥାନର ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ। ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ସତର୍କ ରଖିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି।

ଆଉ ମାତ୍ର ଅଳ୍ପ ଦିନ; ସୂର୍ଯ୍ୟ-ଶନି ହେବେ ଏକାଠି, ଫେବୃଆରୀରେ ଦୁର୍ଲ୍ଲଭ ଯୋଗ ,ଏହି ୪ ରାଶି ହେବେ ଭାଗ୍ୟବାନ୍‌

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories