www.samajalive.in
Monday, December 15, 2025
16.1 C
Bhubaneswar

ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଶପଥ ଗ୍ରହଣ, ଜାଣନ୍ତୁ ଯୋଗ ଦେବେ କେଉଁ ବିଦେଶୀ ନେତା

ଡେସ୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି (ଜାନୁଆରୀ ୨୦, ସୋମବାର) ଦ୍ୱିତୀୟ ଥର ପାଇଁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଉଭୟ ଟ୍ରମ୍ପ ଏବଂ ନବନିର୍ବାଚିତ ଉପରାଷ୍ଟ୍ରପତି ଜେଡି ଭାନ୍ସ ଶପଥ ଗ୍ରହଣ କରିବେ।

ତେବେ ଆମେରିକା ରାଷ୍ଟ୍ରପତିଙ୍କ ପାରମ୍ପରିକ ଶପଥ ଗ୍ରହଣ ଭଳି ଏଥିରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଏପରିକି ତାଙ୍କର କିଛି ପ୍ରତିଦ୍ୱନ୍ଦ୍ୱୀଙ୍କ ସମେତ ଅନେକ ବିଦେଶୀ ନେତା ସାମିଲ ହେବେ। ଏଥିରେ ଅତି କମରେ ୭ ଜଣ ରାଷ୍ଟ୍ରମୁଖ୍ୟ ଓ ଦୁଇ ଜଣ ପୂର୍ବତନ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ମୋଟ ୫ ଲକ୍ଷ ଅତିଥି ଆସିବାର ସମ୍ଭାବନା ରହିଛି।

- Advertisement -

କାହାକୁ ମିଳିଛି ନିମନ୍ତ୍ରଣ?
୧) ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲି
୨) ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍
୩) ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି
୪) ହଙ୍ଗେରି ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍
୫) ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୬) ଏଲ୍ ସାଲଭାଡୋର ରାଷ୍ଟ୍ରପତି ନାଇବ ବୁକେଲେ
୭) ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋ
୮) ପୋଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ମାଟେଉସ୍ ମୋରାଭିକ୍

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories