www.samajalive.in
Sunday, December 7, 2025
26.1 C
Bhubaneswar

ବଜାରକୁ ଆସିଗଲା କୁହୁଡି ପାଇଁ ଏଲଇଡି ; କାର୍‌, ବାଇକ୍‌ରେ ଲାଗି ପାରିବ ଏହି ଲାଇଟ୍‌,ଦାମ୍‌ ମାତ୍ର ଏତିକି..

ନୂଆଦିଲ୍ଲୀ : ଦେଶ ତଥା ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଲାଗି ରହିଛି। ଘନ କୁହୁଡି କାରଣରୁ ରାସ୍ତା ଘାଟ ସଠିକ୍‌ ଭାବେ ଦେଖାନଯିବା କାରଣରୁ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇ ଦୁର୍ଘଟଣା ଘଟିଥାଏ । ଘନ କୁହୁଡିରେ ବାଇକ୍‌ ଚଲାଇବା ଖୁବ୍‌ କଷ୍ଟକର ମଧ୍ୟ । ଏଭଳି ଅନେକ ଲାଇଟ୍‌ ରହିଛି, ଯାହାକୁ ବ୍ୟବହାର କରି କୁହୁଡିରେ ଗାଡି ଚଳାଇବା ସମସ୍ୟାକୁ ଦୂର କରି ହେବ।

ଏବେ ଏହି ତାଲିକାରେ ଯୋଡି ହୋଇଛି Carzex High Power Blue Led Fog । ଏହାଏକ ପାୱାରଫୁଲ୍‌ ଏଲଇଡି ଲାଇଟ୍‌ । ବିଶେଷ କରି ବର୍ଷା ଓ କୁହୁଡ଼ିକୁ ଧ୍ୟାନକରେ ରଖି କମ୍ପାନୀ ଏହି ଲାଇଟ୍‌କୁ ତିଆରି କରିଛି । ଏହି ଲାଇଟ୍‌କୁ ୨୦ ହଜାର ଘଣ୍ଟା ବ୍ୟବହାର କରି ହେବ। ଏହାର ବଜାର ଦାମ୍‌ ୫୯୯ ଟଙ୍କା ।

- Advertisement -

Fabtech 36 LED Bar Light LED Fog Light
କାର୍‌ କିମ୍ବା ବାଇକ୍‌ ଚଲାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଲାଇଟ୍‌ ଖୁବ୍‌ ଖାସ୍‌ । ଏହି ଲାଇଟ୍‌ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଲାଇଟ୍‌ ୫୦୦ ପ୍ରତିଶତ ରାସ୍ତା ଦୃଶ୍ୟମାନ କରିବାର କ୍ଷମତା ରଖିଛି। ଶୀତ ଦିନରେ କାର୍‌ ଚାଳକଙ୍କ ପାଇଁ ଏହା ଗାର୍ଡ ଭଳି କାମ କରେ। ଏହାକୁ ଆପଣ କାର୍‌ରେ ଶୀର୍ଷରେ ତଥା ଉପର ଭାଗରେ କିମ୍ବା ତଳ ଭାଗରେ ବ୍ୟବହାର କରି ହେବ। ବଜାରରେ ଏହାର ଦାମ୍‌ ୫୮୯ ଟଙ୍କା।

Woschman- Fog Light for Car
କାର୍‌ରେ ବ୍ୟବହାର ହେଉଥିବା ଏହି ଲାଇଟ୍‌ର ଲମ୍ବ ୩.୫ ଇଞ୍ଚ । ଯାହାକୁ ସହଜରେ ବାଇକ୍‌ ଓ କାର୍‌ରେ ବ୍ୟବହାର କରାଯାଇପାରିବ। ମାର୍କେଟରେ ଏହାର ଦାମ୍‌ ୭୬୦ ଟଙ୍କା ।

Allextreme EX40WF24 LED Fog Light

କୁହୁଡି ପାଇଁ ବ୍ୟବହାର ହେଉଥିବା ଏହି ଲାଇଟ୍‌ ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ। କୁହୁଡିରେ ଏହାର ଦୃଶ୍ୟମାନ କ୍ଷମତା ଆଶ୍ଚର୍ଯ୍ୟଜନକ। ଏହା ଏକ ୱାଟରପ୍ରୁଫ୍‌ ଲାଇଟ୍‌ । ଫଳରେ ଏହାର ବ୍ୟବହାର ବର୍ଷା ଦିନରେ ମଧ୍ୟ କରି ପାରିବେ। ଉଭୟ ବାଇକ୍‌ ଓ କାର୍‌ରେ ଏହାକୁ ବ୍ୟବହାର କରି ପାରିବେ। ବଜାରରେ ଏହାର ମୂଲ୍ୟ ୧୭୯୯ ଟଙ୍କା।

୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍‌,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ

ସୈଫଙ୍କୁ ଆକ୍ରମଣ; ଜାଣନ୍ତୁ କ’ଣ କହିଲେ ପତ୍ନୀ କରୀନା..

ସୈଫଙ୍କ ମେରୁଦଣ୍ଡରୁ ବାହାରିଲା ଛୁରି, ଆଇସିୟୁରେ ଚିକିତ୍ସାଧୀନ..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories