www.samajalive.in
Thursday, December 11, 2025
14.1 C
Bhubaneswar

 ବୋଧଗୟା ବିସ୍ଫୋରଣ ପାଇଁ ହାଇଦ୍ରାବାଦରେ ଜେଏମ୍‌ବି କରିଥିଲା  ମାଷ୍ଟରପ୍ଲାନ

ନୂଆଦିଲ୍ଲୀ ..- ରୋହଙ୍ଗ୍ୟାୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା  ପାଇଁ ଜମାଇତ୍‌-ଉଲ୍-ମୁଜାହିଦ୍ଦିନ(ବଙ୍ଗଳାଦେଶ)ର  ସଦସ୍ୟମାନେ  ହାଇଦ୍ରାବାଦର କିଛି ସ୍ଥାନୀୟ ବାସିନ୍ଦାଙ୍କ ସହ ମିଶି ବୋଧଗୟାରେ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ  ବୋଲି ଏହି ଘଟଣାର ଅନୁସନ୍ଧାନ କରୁଥିବା ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା ବା ଏନ୍‌ଆଇଏ ସୂଚନା ଦେଇଛି । ଏହାର ଅତିରିକ୍ତ ଅଭିଯୋଗ ଫର୍ଦ୍ଦରେ ଏନ୍‌ଆଇଏ ପକ୍ଷରୁ ଏ ବିଷୟରେ ଉଲ୍ଲେଖ କରାଯାଇଛି । ତଦନ୍ତ ବେଳେ ଅଭିଯୁକ୍ତ ଆତଙ୍କବାଦୀ ଆଦିଲ୍‌ ଶେଖ୍‌ ଓ ଅହମ୍ମ ଅଲ୍ଲି ଏ ବିଷୟରେ ସୂଚନା ଦେଇଛନ୍ତି । ହାଇଦ୍ରାବାଦ ଓ ଚେନ୍ନାଇରେ ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ଅହମ୍ମଦ ଅଲ୍ଲୀ , ନୁର ଆଲାମ ଓ ଶେଖ୍‌ଙ୍କ ଘରେ ବିସ୍ଫୋରକ ରଖାଯ।ଇଥିଲା । ସେମାନେ ୩ ଟି ଆଇଡି ଓ ୨ଟି ହାତ ଗ୍ରୀନେଡ୍‌ ରଖିଥିଲେ । ଆଦିଲ୍‌ଶେଖ୍‌ , ଦିଲଓ୍ୱାର ହୁସେନ୍‌ ଓ ଆରିଫ ବୋମା ନେଇ ବୋଧଗୟା ମହାବୋଧି ମନ୍ଦିରରେ ରଖିଥିଲେ ।  ୧୯ ଜାନୁଆରୀ ୨୦୧୮ରେ ସେଠାରେ ବିସ୍ଫୋରଣ କରିଥିଲେ ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories