www.samajalive.in
Saturday, December 13, 2025
14.1 C
Bhubaneswar

ସାନ ଭାଇର କଟୁରୀ ଚୋଟରେ ବଡ ଭାଇ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳରେ ମୁଣ୍ଡାହତା ସାହିରେ ଗୁରୁବାର ଏକ ଅଘଟଣ ଘଟିଛି । ସାନ ଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଛି । ମୃତ ବଡ ଭାଇ ଗୋବିନ୍ଦ ନାଏକ ଓ ଅଭିଯୁକ୍ତ ସାନ ଭାଇ ସୁନନ୍ଦ ନାଏକ ବୋଲି ଜଣାପଡିଛି।
କୌଣସି କାରଣ ନେଇ ଉଭୟ ଭାଇଙ୍କ ମଧ୍ୟରେ ବଚସା ପରେ ସାନ ଭାଇ ବଡ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିଲା। ଘଟଣା ବିଷୟରେ ଖବର ପାଇ ହିନ୍ଦୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାନ ଭାଇକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

ଦେଖନ୍ତୁ ଭିଡିଓ ; ଚମତ୍କାରରୁ କମ୍‌ ନୁହେଁ, ରେଳ ଧାରଣାରେ ମହିଳାଙ୍କ ଉପରେ ଅତିକ୍ରମ କଲା ଦ୍ରୁତଗାମୀ ଟ୍ରେନ୍‌, ତା’ପରେ..

ଜଣେ ମହିଳା.. ତିରୁପତିରେ ଏଥିପାଇଁ ଆରମ୍ଭ ହୋଇଥିଲା ଦଳାଚକଟା..

- Advertisement -

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

 

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories