www.samajalive.in
Thursday, December 11, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜ୍ୟରେ ଗଡ଼ୁଥିବା ସବୁ ବସରେ ଲାଗିବ ସ୍ମାର୍ଟ ଡିଭାଇସ, ଦୁର୍ଘଟଣା ପୂର୍ବରୁ ବାଜିବ ସାଇରନ, ମାଡ୍ରାସ ଆଇଆଇଟି ଏବଂ ଅନ୍ୟ ସଂସ୍ଥା ସହିତ ଚୁକ୍ତି ହୋଇଥିବା ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରାଜଧାନୀ: ଭିଭିଆଇପିଙ୍କ ସୁରକ୍ଷା ପାଇଁ ଡେରା ପକାଇଛି ସ୍ପେଶାଲ ଫୋର୍ସ , ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ପରିଚାଳନା ସମୀକ୍ଷା କଲେ ପୁଲିସ୍ ମହାନିର୍ଦେଶକ..

- Advertisement -

୧୮ ବର୍ଷରୁ କମ୍ ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡିବ ଅଭିଭାବକଙ୍କ ଅନୁମତି, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ଆର୍ଟ ୨୦୨୫ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ନିୟମ..

ରାଜ୍ୟରେ ଲାଗିରହିଛି ଶୀତର ପ୍ରକୋପ, ପାଣିପାଗ ବିଭାଗର ସୂଚନା ଆଜି ସର୍ବନିମ୍ନ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ, ପରେ ୨ରୁ ୩ ଡିଗ୍ରୀ ଯାଏଁ ବଢିପାରେ ପାରଦ , ୫ ପରେ କମିବ ଶୀତ..

କୁମ୍ଭୀର ଏବଂ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା, ୯ ତାରିଖ ଯାଏଁ କୁମ୍ଭୀର ଓ ୧୮ ତାରିଖରେ ହେବ ପକ୍ଷୀଗଣନା..

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

ସାତକୋଶିଆ ଅଞ୍ଚଳରେ ନଦୀରୁ ମାଛ ଧରିବାକୁ ବି ବାରଣ, ଗଣନା ପାଇଁ ନିୟୋଜିତ ହେବେ ବନ ବିଭାଗର ୧୪ ଟିମ୍..

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିନ : କାଲି ଉଦଘାଟନ ଦିବସରେ ହେଲା ଉଗ୍ରସେନଙ୍କ ରାଜ୍ୟାଭିଷେକ , ୧୦ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ କଂସଙ୍କ ରାଜୁତି..

ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି, ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନାର ମୁଖା..

କମୁଛି ରାତି ତାପମାତ୍ରା: ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା, ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର..

ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ସିଡନୀ ଟେଷ୍ଟ: ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୮୧ ରନରେ ଅଲଆଉଟ, ଭାରତର ୨ୟ ପାଳି ବ୍ୟାଟିଂ ଜାରି..

ମାନାପୁରମ୍‌ରୁ ୩୦ କିଲୋ ସୁନା ଲୁଟ୍‌ ଘଟଣା : ତଦନ୍ତ ପାଇଁ ଗଠନ ହେଲା ୪ଟି ଟିମ୍..

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ, ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ..

କେନ୍ଦ୍ରାପଡ଼ା: ଆସନ୍ତା ୧୪ ତାରିଖରୁ ଭିତରକନିକା ବନ୍ଦ, କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ତାରିଖ ଯାଏ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ..

ରାଉରକେଲା: ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ଶୋ’ରୁମ ଲୁଟିନେଲେ ଦୁର୍ବୃତ୍ତ, କାର ଶୋ’ ରୁମରେ ପଶି ଟଙ୍କା ବାକ୍ସ ଲୁଟିଲେ ମୁଖା ପିନ୍ଧା ଦୁର୍ବୃତ୍ତ, ବ୍ରାହ୍ମଣୀତରଙ୍ଗ ଥାନା ବେଦବ୍ୟାସରେ ଥିବା କାର ଶୋ’ରୁମରେ ଲୁଟ୍..

ବାରିପଦା: ନୁରୁଡିହି ଅଞ୍ଚଳରେ ୪୦ ଟିକିଆ ହାତୀପଲଙ୍କ ଉତ୍ପାତ, ଶୌଚ ହେବାକୁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳି ମାରିଲେ..

ନୂଆପଡ଼ା ଜିଲା ବାଗବାହାଲ ଅଞ୍ଚଳରେ ବାଘ ଆତଙ୍କ, ଗୁହାଳୁ ଛେଳି ଟାଣି ନେଲା କଲରାପତରିଆ ବାଘ, ୧୦ ଛେଳି ଓ ମେଣ୍ଢା ଆହତ..

ସମ୍ବଲପୁର : ମଣପୁରମ୍ ଗୋଲ୍ଡରୁ ଲୁଟ୍ ଘଟଣାରେ ଦୁଇ ଅଟକ..

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ, କୋରାପୁଟ ଜିଲା ସେମିଳିଗୁଡ଼ା ଥାନା ବେହେରାଗୁଡ଼ା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ..

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories