ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

ନୂଆବର୍ଷ ୨୦୨୫ର ଆଗମନ ହୋଇସାରିଛି। ନୂଆବର୍ଷର ପ୍ରଥମ ଶନିବାର ହେଉଛି ଜାନୁଆରୀ ୪ ତାରିଖ। ଏହି ପ୍ରଥମ ଶନିବାରରେ କିଛି ଜିନିଷ କିଣିବାକୁ ବାରଣ କରାଯାଇଛି । ଜାଣନ୍ତୁ.. ଶନିବାର ଦିନ ଘରକୁ ଲୁହା ଜିନିଷ କିଣି ଆଣନ୍ତୁ ନାହିଁ। ଏହି ବାରରେ ଲୁହା କିଣିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ପରିବାରରେ ଅଶାନ୍ତି, ଶରୀର ରୋଗଗ୍ରସ୍ତ ରହିଥାଏ। ଏହି ଦିନ ସୋରିଷ ତେଲ ମଧ୍ୟ କିଣନ୍ତୁ ନାହିଁ। ମାତ୍ର ଦାନ ଦେଇପାରିବେ । ଏକାଠି ହେବେ … Continue reading ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..