www.samajalive.in
Friday, December 5, 2025
20.1 C
Bhubaneswar

ମାନାପୁରମ୍‌ରୁ ୩୦ କିଲୋ ସୁନା ଲୁଟ୍‌ ଘଟଣା : ତଦନ୍ତ ପାଇଁ ଗଠନ ହେଲା ଟିମ୍

ସମ୍ବଲପୁର : ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମାନାପୁରମ ଗୋଲ୍ଡଲୋନ୍ ଫାଇନାନ୍ସରୁ ଲୁଟ୍ ଘଟଣା। ତଦନ୍ତ ପାଇଁ ପୁଲିସ୍ ୪ ଟି ଟିମ୍ ଗଠନ କରିଛି। ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି। ଶୁକ୍ରବାର କର୍ମଚାରୀଙ୍କୁ ମୃତ୍ୟୁର ଭୟ ଦେଖାଇ ଡକାୟତ ଦଳ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୩୦ କିଲୋ ସୁନା ଓ ୪.୮୧ ଲକ୍ଷ ନଗଦ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ଡକାୟତି ସତ୍ତ୍ବେ ବ୍ୟାଙ୍କର ସାଇରନ ବାଜି ନଥିଲା। ପ୍ରାୟ ୨୦ ମିନିଟ୍‌ ପରେ ଖବର ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଡକାୟତ ଦଳ ସେମାନେ ଆସିଥିବା ବାଇକଗୁଡିକରେ ସେଠାରୁ ଚମ୍ପଟ ମାରି ସାରିଥିଲେ। ଜିଲାର ବିଭିନ୍ନ ପ୍ରବେଶପଥଗୁଡିକୁ ସିଲ୍‌ କରି ପୁଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories