www.samajalive.in
Monday, December 8, 2025
14.1 C
Bhubaneswar

ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍‌ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍‌ରେ ଘରେ ପହଞ୍ଚିବ..

ନୂଆଦିଲ୍ଲୀ : ଫ୍ଲିପ୍‌କାର୍ଟରେ ଆଇଫୋନ୍‌ ୧୫ (୧୨୮ ଜିବି, ବ୍ଲାକ୍‌) ଖୁବ୍‌ କମ୍‌ ଦାମ୍‌ରେ ମିଳୁଛି । ଏହି ଫୋନ୍‌କୁ ସେପ୍ଟେମ୍ବର ୨୦୨୩ରେ ଲଞ୍ଚ କରାଯାଇଥିଲା । ଏହାର ଦାମ୍‌ ପ୍ରଥମେ ୬୯,୯୯୦ ଟଙ୍କା ଥିଲା । ମାତ୍ର ଫ୍ଲିପ୍‌କାର୍ଟ ସେଲ୍‌ରେ ଏହାର ଦାମ୍‌ ଖୁବ୍‌ କମ୍‌ ରହିଛି । ଏବେ ମାତ୍ର ୨୬,୯୯୯ ଟଙ୍କାରେ ଏହି ଫୋନ୍‌କୁ କିଣିପାରିବେ । ଏଥିରେ ଡିସ୍‌କାଉଣ୍ଟ ଓ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ସାମିଲ ରହିଛି । ଯଦି ଆଇଫୋନ୍‌ କିଣିବାକୁ ଚାହୁଁଛନ୍ତି ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ ।

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

- Advertisement -

ଫ୍ଲିପ୍‌କାର୍ଟରେ ଆଇଫୋନ୍‌ ୧୫ (୧୨୮ ଜିବି, ବ୍ଲାକ୍‌)ର ପ୍ରକୃତ ଦାମ୍‌ ୬୯,୯୦୦ ଟଙ୍କା । ମାତ୍ର ବର୍ତ୍ତମାନ ଏଥିରେ ୧୬% ରିହାତି ରହିଛି । ଅର୍ଥାତ୍‌ ଏହାକୁ ୫୮,୪୯୯ ଟଙ୍କାରେ କିଣି ପାରିବେ । ପୁରୁଣା ଆଇଫୋନ୍‌ ୧୪ ପ୍ଲସ୍‌କୁ ଏକ୍ସଚେଞ୍ଜ କରିବା ଦ୍ୱାରା ୩୧,୫୦୦ ଟଙ୍କାରେ କିଣି ପାରିବେ । ଏଥିରେ ମଧ୍ୟ ରିହାତି ମିଳିବ । ଅର୍ଥାତ୍‌ ଏହି ଫୋନ୍‌କୁ କେବଳ ୨୬,୯୯୯ ଟଙ୍କାରେ କିଣିପାରିବେ ।

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

ଫ୍ଲିପ୍‌କାର୍ଟରେ ‘ମିନିଟ୍‌’ ଡେଲିଭରି ସେବା ମଧ୍ୟ ଉପଲବ୍ଧ ରହିଛି । କିଛି ସ୍ୱତନ୍ତ୍ର ସ୍ଥାନରେ ମାତ୍ର ୧୪ ମିନିଟ୍‌ରେ ଫୋନ୍‌କୁ ଡେଲିଭରି କରାଯିବ । ମାତ୍ର ଏଥିପାଇଁ ସାମାନ୍ୟ ଅଧିକ ଟଙ୍କା ଦେବାକୁ ପଡିବ । ମାତ୍ର ଏହି ପ୍ଲାନ୍‌ରେ ଫୋନ୍‌ ଏକ୍ସଚେଞ୍ଜ ଅଫର୍‌ ମିଳିବ ନାହିଁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories