www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲା ବିଶାଳକାୟ ସାପ, ଯୁବକ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପ ଓ ଜଣେ ଯୁବକଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟିକୁ ଦେଖିବା ପରେ ଲୋକେ ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

- Advertisement -

ଭିଡିଓରେ , ଜଣେ ଯୁବକ ଏକ ବିଶାଳକାୟ ସାପକୁ ଦେଖିପାରିବେ । ଘଟଣାଟି ଏକ ପାହାଡ଼ିଆ ସ୍ଥାନର ରାସ୍ତାରେ ବୋଲି ଦେଖାଯାଉଛି । ଭିଡିଓକୁ ଦେଖି ଭୟଭୀତ ହେବା ମଧ୍ୟ ସାଧାରଣ କଥା ।
ଯୁବକ ଜଣକ ରାସ୍ତାରେ ଯାଉଥିବା ଏକ ବିଶାଳକାୟ ସାପକୁ ଧରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସାପଟି ବିରାଟକାୟ ସହ ଶକ୍ତିଶାଳୀ ବୋଲି ମଧ୍ୟ ଦେଖିପାରିବେ । ଯୁବକ ଜଣକ ସାପଟିକୁ ରାସ୍ତାରୁ ଧରିବା ପରେ ସେ ବାରମ୍ବାର ନିଜକୁ ଯୁବକଙ୍କ ନିକଟରୁ ଛଡାଇବାକୁ ଚେଷ୍ଟା କରୁଛି । ଶେଷରେ ଯୁବକ ଜଣକ ସାପଟିକୁ ଛାଡି ଦେଉଛନ୍ତି । ମାତ୍ର ଏଭଳି ବିଶାଳକାୟ ସାପକୁ ଏଭଳି ରାସ୍ତା କଡରୁ ହଠାତ୍‌ ଧରିବା ଜୀବନ ପ୍ରତି ବିପଦ ଥିବା ନେଇ ଲୋକେ ଭିଡିଓ ଦେଖି କହିଛନ୍ତି ।

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories