www.samajalive.in
Saturday, December 6, 2025
17.1 C
Bhubaneswar

୮୪ ଦିନ ପାଇଁ.. ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ : ଜିଓର ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍‌ ରହିଛି । ଯାହା ଭିନ୍ନ ମୂଲ୍ୟ ଓ ଅଫର୍‌ ସହ ଆସିଥାଏ । ତେବେ ଏକ ବିଶେଷ ପ୍ଲାନ୍‌ ବିଷୟରେ ଜାଣନ୍ତୁ..
୮୪ ଦିନ ସମୟ ସୀମା ପର୍ଯ୍ୟନ୍ତ ଥିବା ସବୁଠାରୁ ଶସ୍ତା ଏହି ପ୍ଲାନ୍‌ । ଏଥିରେ କଲ୍‌, ଡାଟା ସହ ଏସଏମଏସ ସୁବିଧା ମଧ୍ୟ ମିଳିଥାଏ । ଏଥିରେ ଉପଭୋକ୍ତାଙ୍କୁ ଅସୀମିତ କଲ୍‌, ଡାଟା ଓ ଏସଏମ୍‌ଏସ୍‌ ସୁବିଧା ରହିଛି ।
ଜିଓର ଏହି ପ୍ଲାନ୍‌ର ଦାମ୍‌ ୪୭୯ । ଏହି ପ୍ଲାନ୍‌ ମାଇ ଜିଓ ଆପ୍‌ ଓ ଜିଓ ପୋର୍ଟାଲରେ ରହିଛି ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କ ପାଇଁ ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ସୁବିଧା ରହିଛି । ପ୍ରାୟ ୩ ମାସ ପାଇଁ ଏହି ପ୍ଲାନ୍‌ ଜରିଆରେ ସୁବିଧା ପାଇପାରିବେ ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌ ମଧ୍ୟରେ ଲୋକାଲ୍‌ ଓ ଏସଟିଡି କଲ୍‌ର ଲାଭ ମଧ୍ୟ ମିଳିବ ।
ଏହି ପ୍ଲାନ୍‌ରେ ୬ଜିବି ଡାଟା ଏକ୍ସେସ୍‌ କରିବାର ସୁବିଧା ମଧ୍ୟ ମିଳିବ ।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

- Advertisement -

ଦେଖନ୍ତୁ ଭିଡିଓ; ନାଗସାପ-କୁକୁର ମୁହାଁମୁହିଁ, ଆଉ ତା’ପରେ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories