www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅପରାହ୍ନ ୫ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ, ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ପରେ ବୁଧବାର ପୁରୀ ଗସ୍ତ, ଶ୍ରୀଜୀଉଙ୍କୁ ଦର୍ଶନ ସହ ନୌସେନା ଦିବସ ରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ମୁଖ୍ୟ ଅତିଥି..

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ.. ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦,୧୧ରେ ପ୍ରାର୍ଥିପତ୍ର ଯାଞ୍ଚ, ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର, ୨୦ରେ ଭୋଟ୍‌ ଗ୍ରହଣ, ରାଜ୍ୟସଭାରୁ ସୁଜିତ୍‌ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ..

- Advertisement -

ଆଜି ବି ବେଶ୍ ସରଗରମ ରହିବ ବିଧାନସଭା : ଆଜି ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ, ଶୂନ୍ୟକାଳରେ ଉଠିପାରେ ଆଳୁ ସଙ୍କଟ ଓ ଦରଦାମ୍ ବୃଦ୍ଧି ପ୍ରସଙ୍ଗ, କଂଗ୍ରେସ ପକ୍ଷରୁ ଦିଆଯିବ ମୁଲତବୀ ପ୍ରସ୍ତାବ, କାଉଣ୍ଟର ପାଇଁ ପ୍ରସ୍ତୁତ ଶାସକ ଦଳ..

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

ଜୟପୁର : ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଡା ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ, ପୌରପାଳିକାର ଯନ୍ତ୍ରୀ ଦାୟିତ୍ଵରେ ଅଛନ୍ତି ବିଶ୍ଵନାଥ..

ବଲାଙ୍ଗୀର ପାଟଣା ଛକ ନିକଟରେ ଅଘଟଣ: ଅଳଙ୍କାର ଦୋକାନକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ , ଟ୍ରକ ଜବତ ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୁଲିସ୍..

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

ଦୁଇ ଘଣ୍ଟାର କସରତ ପରେ ବ୍ରିଜ ତଳକୁ ଝୁଲି ରହିଥିବା ‘ଲକ୍ଷ୍ମୀ’ ବସ୍ ଉଦ୍ଧାର, ଡ୍ରାଇଭର ଆହତ..

ଦେଖନ୍ତୁ ଭିଡିଓ; ରାଧାକୃଷ୍ଣ ମନ୍ଦିରରୁ ଗରୁଡପକ୍ଷୀ ଶାବକ ଉଦ୍ଧାର

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories