www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ରାଧାକୃଷ୍ଣ ମନ୍ଦିରରୁ ଗରୁଡପକ୍ଷୀ ଶାବକ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର ପୌରପାଳିକା ଅଧିନ ବାଲିନଗର ଯାଦବପଡିଆସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ମଙ୍ଗଳବାର ଏକ ଗରୁଡପକ୍ଷୀ ଶାବକ ଉଦ୍ଧାର ହୋଇଛି । ମନ୍ଦିର ପୂଜକ ଏହି ପକ୍ଷୀ ଶାବକକୁ ଉଦ୍ଧାର କରିଥିବା ବେଳେ ଖବରପାଇ ଶ୍ରଦ୍ଧାଳୁମାନଙ୍କ ଉକ୍ତ ସ୍ଥାନରେ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories