www.samajalive.in
Tuesday, December 9, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଲୁକା-ଛୁପି’ର ପ୍ରଥମ ପୋଷ୍ଟର

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍‍ ଓ କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକା-ଛୁପି’ର ପ୍ରଥମ ପୋଷ୍ଟର ବୁଧବାର ରିଲିଜ ହୋଇଛି। ଏହି ପୋଷ୍ଟରରେ କାର୍ତ୍ତିକ ଓ କୃତିଙ୍କୁ ମସ୍ତି ଭରା ଭଙ୍ଗିରେ ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କ ପାଟି ଚୁପ୍‍ କରାଇବା ସହ କୃତି ହାତରେ ଏକ ଫୁଲମାଳ ଧରିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ କାର୍ତ୍ତିକ ନିଜେ ସାମାଜିକ ଗଣମାଧ୍ୟମରେ ଶେୟାର୍‍ କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି ଯେ, ଚଳଚ୍ଚିତ୍ରର ଟ୍ରେଲର କାଲି ଅର୍ଥାତ୍‍ ୨୪ ଜାନୁଆରୀରେ ରିଲିଜ୍‍ ହେବ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୧ ତାରିଖରେ ମୁକ୍ତିଲାଭ କରିବ।

Hot this week

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

Related Articles

Popular Categories