www.samajalive.in
Sunday, December 7, 2025
15.1 C
Bhubaneswar

ମାଟିର କଥା ଚଳଚିତ୍ର ଜଙ୍ଗଲ ଜଲୁଛେ

ଭୁବନେଶ୍ଵର: ଏସସିଟି ଆଣ୍ଡ ପ୍ରଡକ୍ସନର ପ୍ରଥମ ଚଳଚିତ୍ର ଜଙ୍ଗଲ ଜଲୁଛେ ଏକ ସତ୍ୟ କାହାଣୀ ଉପ​‌ରେ ଆଧାରିତ। ଏହି କାହାଣୀର ଲେଖକ ହେଉଛନ୍ତି ଶ୍ରୀଯୁକ୍ତ ଗୋରେଖନାଥ  ସାହୁ ଏବଂ ଶ୍ରୀମତି ନିବେଦିତା ବଳିୟାରସିଂ ନାୟକ। ଫିଲ୍ମଟିର ପ୍ରଯୋଜନା ଦେଇଛନ୍ତି ନିବେଦିତା, ଶ୍ରୀମତି ମୀନା ମହାରଣା, ଡିଓପି ଜିତୁ। ଶ୍ରୀମୁନା ମୋଦୀ ଫିଲ୍ମଟିର ସମ୍ପାଦନା ଦେଇଥିବାବେଳେ କାହାଣୀ ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ଶ୍ରୀ ସରୋଜ ଭୂୟାଁ। ରୋସନ୍ ଏହି ଚଳଚିତ୍ରରେ ଅଭିନେତା ଭୂମିକାରେ ନଜର ଆସିବେ। ସେହିପରି  ନିର୍ଦେଶକ ସରୋଜ ଭୂୟାଁ, ବରିଷ୍ଠ ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବିରେନ୍ ମିଶ୍ର, ଗୋରଖନାଥ ସାହୁ, ମିଟୁ ମିଥୁନ୍, ମିଥୁନ୍ ସାହୁ , ବିନ୍ଦୁ ମଲ୍ଲିକ୍ , ମୁନା ମୋଦୀ ପ୍ରମୂଖ ଚଳଚିତ୍ରରେ ଅଭିନୟର ଜାଦୁ ଦେଖାଇଛନ୍ତି। ଅନ୍ୟପଟେ ମଧୁମିତା ବାରିକ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଶୁଭ୍ରତା ନାୟକ, ଶ୍ରଦ୍ଧା ମହାରଣା, ଶୀତରଶ୍ମୀ ସାହୁ ପ୍ରମୂଖ ନଜର ଆସିବେ। ଗାୟକ କ୍ରିଷ୍ଣା ବେଉରା, ପଙ୍କଜ ଜାଲ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ , ରୁକୁ ସୁନା , ସଂଯୁକ୍ତା ମହାନ୍ତି ପ୍ରମୂଖ ଏହି ଚଳଚିତ୍ରରେ କଣ୍ଠଦାନ କରିଛନ୍ତି।

 

- Advertisement -

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories