www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ଗୁପ୍‌ଚୁପ୍‌ ଖାଉଛି ହାତୀ..

ନୂଆଦିଲ୍ଲୀ : ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ରାସ୍ତା କଡରେ ବିକ୍ରି ହେଉଥିବା ଚଟ୍‌ପଟା ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରି ଥାଆନ୍ତି । ବିଶେଷ କରି ଗୁପ୍‌ଚୁପ୍‌ । ଗୁପ୍‌ଚୁପ୍‌ ଦେଖିବା ମାତ୍ରେ ଅଧିକାଂଶଙ୍କ ପାଟିରୁ ଲାଳ ବୋହିଥାଏ । ମାତ୍ର କେବଳ ମନୁଷ୍ୟ ନୁହେଁ ବରଂ ଜୀବଜନ୍ତୁ ମଧ୍ୟ ଗୁପ୍‌ଚୁପ୍‌ ପ୍ରେମୀ । ଭାଇରାଲ୍‌ ହେଉଥିବା ଏହି ଭିଡିଓ ଦେଖିଲେ ନିଶ୍ଚୟ ବୁଝି ପାରିବେ । ଭିଡିଓ ହେଉଛି ଏକ ହାତୀର । ହାତୀ କିଭଳି ଖୁବ୍‌ ମଜାରେ ଗୋଟିଏ ପରେ ଗୋଟିଏ ଗୁପ୍‌ଚୁପ୍‌ ଖାଉଛି, ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଏକ ଗୁପ୍‌ଚୁପ୍‌ ଦୋକାନୀଙ୍କ ନିକଟରେ ହାତୀଟି ଠିଆ ହୋଇଛି । ଦୋକାନୀ ଗୁପ୍‌ଚୁପ୍‌ରେ ଆଳୁ ଓ ଖଟା ମିଠା ପାଣି ଦେଇ ଗୋଟିଏ ପରେ ଗୋଟିଏ ଗୁପ୍‌ଚୁପ୍‌କୁ ହାତୀକୁ ଖାଇବାକୁ ଦେଉଛନ୍ତି । ହାତୀ ମଧ୍ୟ ଖୁବ୍‌ ଖୁସିରେ ଖାଉଛି । ହାତୀକୁ ଗୁପ୍‌ଚୁପ୍‌ ଖୁବ୍‌ ପସନ୍ଦ ଆସିଛି ବୋଲି ଭିଡିଓରେ ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories