ଦକ୍ଷିଣ ମେରୁରେ ପହଞ୍ଚିଲେ ପ୍ରଥମ ମହିଳା ଆଇପିଏସ୍

0

ନୂଆଦିଲ୍ଲୀ : ପ୍ରଥମ ମହିଳା ଆଇପିଏସ୍ ଅଫିସର ଅର୍ପନା କୁମାର ଦକ୍ଷିଣ ମେରୁରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଆଇଟିବିପିର ଡିଆଇଜି ଥିବା ଅର୍ପନା ବରଫ ଉପରେ ୧୧୧ କିମି ଚାଲିଚାଲି ଜାନୁଆରୀ ୧୩ରେ ଦକ୍ଷିଣ ମେରୁରେ ପହଞ୍ଚିଥିଲେ। ସେଠାରେ ସେ ଭାରତର ଜାତୀୟ ପତାକା ଓ ଆଇଟିବିପି ପତାକା ଉଡାଇଥିଲେ। ଅର୍ପନା ତାଙ୍କ ସହିତ ୩୫ କିଲୋର ଆବଶ୍ୟକ ଜିନିଷ ସାଥୀରେ ନେଇଥିଲେ।

Leave A Reply