www.samajalive.in
Sunday, December 7, 2025
26.1 C
Bhubaneswar

ଅଟୋ ଚାଳକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

କଳାପଥର (ବାଙ୍କୀ ): ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ  ଗ୍ରାମର ମଝିସାହି ପୋଖରୀ ରାସ୍ତାରେ ଜଣେ  ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଯୁବକଙ୍କ ନାମ ରବିନ୍ଦ୍ର କୁମାର ସ୍ୱାଇଁ। ଗତ ରାତ୍ରିରେ ନିଜ ଅଟୋକୁ  ଭଡାରେ ଖୋର୍ଦ୍ଧା ଅଭିମୁଖେ ଯାଇଥିଲେ। ରାତ୍ରି ୧୦ଘଣ୍ଟିଆ ପର୍ଯ୍ୟନ୍ତ ଫୋନରେ ଯୋଗାଯୋଗ  ଥିବା ସ୍ତ୍ରୀ ଜଣାଇଛନ୍ତି। ବିଳମ୍ବିତ ରାତ୍ରି ହେଲେ ମଧ୍ୟ ସ୍ୱାମୀ ଘରକୁ ନଆସିବା ପରିବାର ମଧ୍ୟ୍ୟରେ ଆଶଙ୍କା ଉପୁଜିଥିଲା।
ଆଜି ସକାଳେ ଗ୍ରାମର କିଛି ବ୍ୟକ୍ତି ପୋଖରୀକୁ ଗଲାବେଳେ ଅଟୋ ଚାଳକ ରବିନ୍ଦ୍ର ର ତେନ୍ତୁଳି ଗଛରେ ବେକରେ ଗାମୁଛାବାନ୍ଧି  ଝୁଲିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ବାଙ୍କୀ ଥାନା ପୁଲିସ ସହ ଶାଏଣ୍ଟଫିକ ଟିମ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇ ହସ୍ପିଟାଲ କୁ ପଠାଇଛି। ମୃତ ଯୁବକ ରବିନ୍ଦ୍ର କୁମାର ସ୍ୱାଇଁ ।
ରବୀନ୍ଦ୍ର ବେକରେ ତାର ଦାଗ ଦେଖି ପୁଲିସ ସନ୍ଦେହ କରୁଛି। ଆତ୍ମହତ୍ୟା ର ପ୍ରକୃତ କାରଣ ଜଣା ପଡ଼ିନଥିବାବେଳେ ଶଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଶଵ ବ୍ୟବଛେଦ ରିପୋର୍ଟ ସପ୍ତାହ ଭିତରେ ଆସିଲେ ଜଣା ପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି.ସ୍ତ୍ରୀ ରଶ୍ମିତା ସ୍ୱାଇ ତାଙ୍କ  ସ୍ୱାମୀ ରବୀନ୍ଦ୍ର ସ୍ୱାଇଁକୁ ଶଡ଼ଯନ୍ତ କରି ହତ୍ୟା କରି ଆତ୍ମହତ୍ୟା ରୂପରେଖ ଦେଇଥିବା ଏତଲା ଦେଇଛନ୍ତି. ଏ ସଂକ୍ରାନ୍ତରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories