www.samajalive.in
Sunday, December 14, 2025
17.1 C
Bhubaneswar

ସାଇକେଲକୁ ଚୌକି କରିଦେଲେ ଯୁବକ, ଭିଡିଓ ଦେଖି ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅଜବ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ସିଲାଇ ମେସିନରେ ମିକ୍ସର ପ୍ରସ୍ତୁତ ହେଉଥିବା ନଜର ଆସେ, ଆଉ କେତେବେଳେ ପେଟିଏମ୍ କ୍ୟୁଆର କୋଡ୍ ସ୍କାନରକୁ ରେଡିଓ ଭାବେ ବ୍ୟବହାର ହେଉଥିବା ଦେଖିବାକୁ ମିଳେ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକ ନିଜ ସାଇକେଲକୁ ଚୌକି କରିଦେଇଛନ୍ତି । ଏହାକୁ ଚଲାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇହେବ ଏବଂ କେଉଁଠି ଆରାମ ମଧ୍ୟ କରିହେବ ।

 

View this post on Instagram

 

A post shared by AmazingTaishun (@amazingtaishun)

- Advertisement -

ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏପର୍ଯ୍ୟନ୍ତ ଭିଡିଓକୁ ୪୮ ଲକ୍ଷ ଲୋକ ଦେଖିସାରିଲେଣି । ୭୩ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ସମସ୍ତେ ଏହି ଉପାୟକୁ ବେଶ୍ ପ୍ରଶଂସା କରୁଛନ୍ତି । ତେବେ କିଛି ୟୁଜର୍ସ ଏହି ସାଇକେଲରେ ବ୍ରେକ୍ ନାହିଁ ବୋଲି ପ୍ରତିକ୍ରିୟା ରଖୁଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories