ପମଗାଁରେ ବାଣ ଜବତ ଜଣେ ଗିରଫ

ପାତ୍ରପୁର: ଜରଡ଼ା ପୋଲିସ ନୁଆଗାଁ ଗ୍ରାମ ପଞ୍ଚାୟତ ପମଗାଁ ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଚଢ଼ାଉ କରିଥିଲେ। ତାଙ୍କ ଘରୁ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଥିବା ବେଳେ ବାଣ ରଖିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରିଫ୍ କରିଥିବା ଜରଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.