www.samajalive.in
Saturday, December 6, 2025
15.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଏଣିକି ପୁଲିସ୍ ପିନ୍ଧିବେ ବଡି କ୍ୟାମେରା.. ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଛି କମିଶନରେଟ ପୁଲିସ୍..

ବରୀ ନାବାଳିକା ଦୁଷ୍କର୍ମ ମାମଲା.. ବନ୍ଧୁ ଘରେ ଲୁଚିଥିବା ଅଭିଯୁକ୍ତ କାଳିଆ ପରିଡ଼ାକୁ ବାନ୍ଧିଲା ପୁଲିସ..

- Advertisement -

ଖରାପ ମାନ ଯୋଗୁଁଁ ୧୬୨ ହେଲମେଟ୍ କମ୍ପାନୀ ଉପରେ କଟକଣା..

ଭରତପୁର ଥାନା ମାମଲା.. ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ..

ମନ କି ବାତର ୧୧୫ତମ ସଂସ୍କରଣରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ପ୍ରତ୍ୟେକ ଯୁଗରେ ଭାରତ ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ ପ୍ରତ୍ୟେକ ଯୁଗରେ ଅସାଧାରଣ ଭାରତୀୟମାନେ ଆହ୍ଵାନର ମୁକାବିଲା କରିବାକୁ ଆଗେଇ ଆସିଛନ୍ତି.. ଭାରତର ଗେମିଂ ସ୍ପେସ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି.. ଆଜିକାଲି ଭାରତୀୟ କ୍ରୀଡ଼ା ମଧ୍ୟ ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରୁଛି କହିଲେ ପ୍ରଧାନମନ୍ତ୍ରୀ..

ମୁମ୍ବାଇ ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଦଳାଚକଟା.. ୯ ଆହତ , ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ.. ବାନ୍ଦ୍ରା ଗୋରଖପୁର ଟ୍ରେନକୁ ଯାତ୍ରୀ ଚଢିବାବେଳେ ପ୍ରବଳ ଭିଡ ଯୋଗୁଁ ଅଘଟଣ.. ଦୀପାବଳି ଭିଡ ଯୋଗୁଁ ସ୍ଥିତି ଉପୁଜିଥିବା ମୁମ୍ବାଇ ମହାନଗର ନିଗମର ସୂଚନା..

ଭୁବନେଶ୍ଵରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା.. ରାଜଭବନରେ ରାଜ୍ୟପାଳ ରଘୁବର ଦାସ କଲେ ସ୍ଵାଗତ.. ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ବି ଭେଟିଲେ..

ବାତ୍ୟା ପରର ସ୍ଥିତି ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା.. ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ ପ୍ରଭାବିତ.. ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରୁ ଆସୁଛି କ୍ଷୟକ୍ଷତିର ଚିତ୍ର.. ଅନେକ ସ୍ଥାନରେ ଗତକାଲିଠୁ ଜଳବନ୍ଦୀ ଅବସ୍ଥାରେ ଲୋକେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories