ନଭେମ୍ବର ୧ରୁ ଧର୍ମଘଟକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ.. ନୂଆ ଟେଣ୍ଡର ନେଇଥିବା କମ୍ପାନୀ ବିରୋଧରେ ଆନ୍ଦୋଳନ କରିବ କର୍ମଚାରୀ ମହାସଂଘ..
ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଲା ମହାବଳ ବାଘ.. ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ..
ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି..
ଲକ୍ଷ୍ନୌର ୧୦ ହୋଟେଲକୁ ବୋମାରେ ଉଡ଼ାଇବାକୁ ଧମକ..
ବସ୍ ରହଣିସ୍ଥଳରେ ଆତଙ୍କବାଦୀ ଆକ୍ରମଣ.. ୩୫ ଜଣଙ୍କ ଉପରେ ଚଢ଼ାଇଦେଲେ ଟ୍ରକ.. କେନ୍ଦ୍ରୀୟ ଇସ୍ରାଏଲରେ ରବିବାର ଘଟିଛି ଏହି ଘଟଣା.. ଡ୍ରାଇଭର ନିହତ..
ଏଣିକି ପୁଲିସ୍ ପିନ୍ଧିବେ ବଡି କ୍ୟାମେରା.. ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଛି କମିଶନରେଟ ପୁଲିସ୍..
ବରୀ ନାବାଳିକା ଦୁଷ୍କର୍ମ ମାମଲା.. ବନ୍ଧୁ ଘରେ ଲୁଚିଥିବା ଅଭିଯୁକ୍ତ କାଳିଆ ପରିଡ଼ାକୁ ବାନ୍ଧିଲା ପୁଲିସ..
ଖରାପ ମାନ ଯୋଗୁଁଁ ୧୬୨ ହେଲମେଟ୍ କମ୍ପାନୀ ଉପରେ କଟକଣା..
ଭରତପୁର ଥାନା ମାମଲା.. ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ..



