www.samajalive.in
Wednesday, December 10, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ନିଲମ୍ବିତ
୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କଲେ ସରକାର..

ଇସ୍କନ ପକ୍ଷରୁ ଆମେରିକାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ବିରୋଧ..

- Advertisement -

ବାତ୍ୟା ଦାନା ମାଡରେ ବେଶୀ ଘାଇଲା ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା : ୭ ଦିନରେ ଫସଲ କ୍ଷୟକ୍ଷତି ଆକଳନ, ପାଣିରେ ବୁଡିଛି ୨ ଲକ୍ଷ ୮୦ ହଜାର ଏକର ଚାଷ ଜମି, ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର, ଆଜି ସୁଦ୍ଧା ସ୍ଵାଭାବିକ ହେବ ବିଦ୍ୟୁତ୍ ସେବା..

ବାରିପଦା: ଲଜିଷ୍ଟିକ୍‌‌ ଗାଡି ସହ ୧୫କେଜିରୁ ଅଧିକ ସୁନା ଜବତ, ୩ଜଣ ଅଟକ
ଏମ୍‌‌କେସି ହାଇସ୍କୁଲ ଛକ ନିକଟରୁ ଧରିଲା ଜିଏସଟି ଟିମ୍‌‌..

କଲକାତାରୁ ବାରିପଦାକୁ ଆସୁଥିବା ବେଳେ ଧରିଲା ସିଟି/ଜିଏସଟି ଟିମ୍‌‌
ବାଲେଶ୍ୱର, ବାରିପଦାର କିଛି ବ୍ୟବସାୟୀଙ୍କ ନାମରେ ରହିଛି ବିଲ୍‌‌, ତଦନ୍ତ ଜାରି..

ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ..
ଘଟଣାସ୍ଥଳରେ ରହିଛି ବନ ବିଭାଗ..

ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ ତିନିଦିନ ପାଇଁ ଅର୍ଥାତ ଆଜିଠାରୁ ୨୮ ତାରିଖ (ସୋମବାର) ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ପ୍ରବେଶ ବନ୍ଦ..

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

ବାତ୍ୟା ଦାନାରେ ହୋଇଥିବା କ୍ଷୟକ୍ଷତି ନେଇ ୭ଦିନରେ କେନ୍ଦ୍ର ସରକାରଙ୍କୁ ପଠାଯିବ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ
ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ..

ଖୁବଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରୀୟ ଟିମ୍‌‌ ଓଡ଼ିଶା ଆସିବେ
କେନ୍ଦ୍ର ସହାୟତା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ.

ବର୍ଡର ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା, ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ, ନୂଆ ଚେହେରା ଭାବରେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ନୀତିଶ କୁମାର ରେଡ୍ଡି ଓ ହର୍ଷିତ ରାଣା..

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ
ପାଗ ଖରାପ ରହିଥିବାରୁ ସ୍ଥଗିତ ହେଲା ଗସ୍ତ କାର୍ଯ୍ୟକ୍ରମ..

ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..

ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ: ପ୍ରତିଶୋତ ନେଲା ଇସ୍ରାଏଲ, ଇରାନର ସୈନ୍ୟ ଠିକଣା ଉପରେ କଲା ଆକ୍ରମଣ
ହ୍ବାଇଟ୍ହାଉସର ଚେତାବନୀ; ଇରାନ ପ୍ରତିଆକ୍ରମଣ କଲେ ଇସ୍ରାଏଲକୁ ସୁରକ୍ଷା ଦେବ ଆମେରିକା..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories