ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ବେଶ ମନଛୁଆଁ ହୋଇଥାଏ । ତେବେ ନିକଟରେ ସୋସିଆଲ ମିଡିଆରେ ସିଂହୀ ଓ ତା’ଛୁଆର ଭାଇରାଲ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ବେଶ ଭାଇରାଲ୍‌ ହେଉଛି । ଭିଡିଓ ବେଶ ଭାବବିହ୍ୱଳ ମଧ୍ୟ। A lion pushes its child without knowing it is water pic.twitter.com/eiM6bTkpU4 — Nature is Amazing ☘️ (@AMAZlNGNATURE) October … Continue reading ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..