ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

ଦୀପାବଳି ପର୍ବ ଲୋକେ ବେଶ ହର୍ସ ଉଲ୍ଲାସର ସହ ପାଳନ କରି ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ଦୀପାବଳି ଖୁବ୍‌ ଖାସ୍‌ ବୋଲି କୁହାଯାଉଛି । ଚଳିତ ବର୍ଷ ୩୧ ଅକ୍ଟୋବରରେ ଦୀପାବଳି ପର୍ବ ପାଳନ କରାଯିବ । ଏହି ବର୍ଷ ଦୀପାବଳିରେ ବୁଦ୍ଧାଦିଥ୍ୟ ସହ ଶଶ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟଶାଳୀ କରିବ । ଏହି ରାଶିଙ୍କୁ ଖୁବ୍‌ ସଫଳତା … Continue reading ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..