କଟକ ଶିଶୁଭବନ ଅନ୍ଧାର, ଜେନେରେଟରରେ ନାହିଁ ତେଲ

ଡେସ୍କ: କଟକ ଶିଶୁଭବନ ଅନ୍ଧାର। ଶିଶୁଭବନ ପୁରୁଣା କୋଠାରେ ଲାଇନ୍ ନ ଥିବାରୁ ଅନ୍ଧାରରେ ରୋଗୀ। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ଗରମ ଯୋଗୁଁ ଛୋଟ ଛୋଟ ଶିଶୁ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ସେପଟେ ବିଦ୍ୟୁତ୍ ଟ୍ରାନସଫରମର ପୋଡିଯିବା ପରେ ଏହି ସମସ୍ୟା ଦେଖାଦେଉଛି, ଟ୍ରାନସଫରମର ମରାମତି ହେଉଛି ଓ ଖୁବ୍ ଶିଘ୍ର ଜେନେରେଟର ସଂଯୋଗ କରାଯିବ ବୋଲି କହିଛନ୍ତି ଶିଶୁଭବନ ଅଧିକ୍ଷକ। ତେବେ ଡିଜିରେ ତେଲ ଅଭାବରୁ ଏହି ସମସ୍ୟା ଦେଖାଦେଇଛି।

Comments are closed.