www.samajalive.in
Monday, December 15, 2025
15.1 C
Bhubaneswar

ବାତ୍ୟା ଅପଡେଟ

– ଅବପାତର ରୂପ ନେଲା ଲଘୁଚାପ, ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ‘ଦାନା’
– ପାରାଦୀପ ଠାରୁ ୭ ସହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ‘ଦାନା’
– ବାତ୍ୟା ‘ଦାନା’ରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶଙ୍କା
– ବୁଧବାର ସନ୍ଧ୍ୟା ସୁଦ୍ଧା ଲୋକ ଓ ଗୃହପାଳିତ ପଶୁଙ୍କୁ କରାଯିବ ସୁରକ୍ଷିତ ସ୍ଥାନାନ୍ତର
– ବାତ୍ୟା ‘ଦାନା’ରେ ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର
– ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ଓ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ
– ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ ୩ ଜଣ ସ୍ଥାନୀୟ ଅଧିକାରୀଙ୍କୁ ନେଇ ଗଠିତ ହେବ ଟିମ୍‌, ଟିମରେ ରହିବେ ଜଣେ ମହିଳା ଓ ୨ ଜଣ ପୁରୁଷ
– ରିଲିଫ୍ ସେଣ୍ଟରରେ ରହିବେ ଆଶା ଦିଦି ଓ ଶିକ୍ଷୟିତ୍ରୀ, ଜଣେ କନଷ୍ଟେବଲ କିମ୍ବା ମହିଳା ହୋମ୍‌ଗାର୍ଡ ରହିବେ
– ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ରହିବେ ଜଣେ ମହିଳା
– ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
– ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଂଚଳର ୮୬୪୭ ଗର୍ଭବତୀ ଚିହ୍ନଟ
– ମଙ୍ଗଳବାର ରାତି ୯ଟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ୫୧ଟି ଓଡ୍ରାଫ୍‌ ଟିମ୍‌ ମୁତୟନ
– ବାତ୍ୟା ପାଇଁ ୨୩ରୁ ୨୫ ତାରିଖ ମଧ୍ୟରେ ୧୭୮ଟି ଟ୍ରେନ୍‌ ବାତିଲ
– ବାତ୍ୟା ପରବର୍ତ୍ତୀ ଉଦ୍ଧର ଓ ରିଲିଫ କାର୍ଯ୍ୟ ତଦାରଖ ନିମନ୍ତେ ୬ ଜଣ ବରିଷ୍ଠ ଆଇଏଏସଙ୍କୁ ଦିଆଗଲା ଦାୟିତ୍ୱ
– ଆଇଏଏସ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ୱାଜଙ୍କୁ ମୟୂରଭଂଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଓ ସମର୍ଥ ବର୍ମାଙ୍କୁ ଦିଆଗଲା କେନ୍ଦ୍ରାପଡ଼ା ଦାୟିତ୍ୱ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories