www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; ନିଶାସକ୍ତ ଅବସ୍ଥାରେ ଅଜଗର ସାପ ସହ ଗାଡି ଚାଳକ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ କରୁଥିବା ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ଆନ୍ଧ୍ରପ୍ରଦେଶର କୁରନୁଲ ଅଞ୍ଚଳର । ଭିଡିଓଟି ଜଣେ ଟ୍ରକ ଚାଳକ ଓ ଅଜଗର ସାପର । ନିଶାସକ୍ତ ଅବସ୍ଥାରେ ଗାଡି ଚାଳକ ଜଣକ ଅଜଗର ସାପକୁ ଧରି ନିଜ ଶରୀର ଯାକ ଗୁଡାଇ ରଖିଛନ୍ତି ।

ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

- Advertisement -


ମିଳିଥିବା ସୂଚନାନୁଯାୟୀ, ସିଙ୍ଗନପଲ୍ଲୀ ଗାଁର ଜଣେ ଗାଡି ଚାଳକ ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିଲେ । ସେହି ସମୟରେ ନିକଟ ଜଙ୍ଗଲରୁ ଆସିଥିବା ଏକ ଅଜଗର ସାପ ତାଙ୍କ ଉପରେ ଚଢି ଯାଇଥିଲା ।
ଭିଡିଓରେ ଦେଖିପାରିବେ ବ୍ୟକ୍ତି ଜଣକ ଉପରେ ଅଜଗର ସାପ କିଭଳି ଗୁଡାଇ ହୋଇ ରହିଛି । ମାତ୍ର ନିଶାସକ୍ତ ଅବସ୍ଥାରେ ଥିବା କାରଣରୁ ସେ ଜୀବନ ପ୍ରତି ଥିବା ବିପଦକୁ ମଧ୍ୟ ଜାଣି ପାରି ନାହାଁନ୍ତି । ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କ ଜୀବନ ରକ୍ଷା କରିଥିଲେ ।ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories