www.samajalive.in
Thursday, December 11, 2025
16.1 C
Bhubaneswar

କାବୁ ହେଲା ପାଗଳ ମାଙ୍କଡ: ୭ ଆହତ, ମେଡିକାଲରେ ଭର୍ତ୍ତି

ଆଠଗଡ: ଆଠଗଡ ଖୁଣ୍ଟୁଣୀ ରେଞ୍ଜ ଘଣ୍ଟିଖାଲ ଗାଁରେ ମାଙ୍କଡ ଆତଙ୍କ।  ୭ ଜଣଙ୍କୁ ଗୋଡାଇ ଗୋଡାଇ କାମୁଡିବା ପରେ ପାଗଳ ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିଛି ବନ ବିଭାଗ। ଏବେ ଆଉ ଏକ ମାଙ୍କଡକୁ ଖୋଜା ଚାଲିଛି। ଦୀର୍ଘ ୧୫ ଦିନ ହେବ ଦୁଇଟି ମାଙ୍କଡ ଗାଁରେ ଆତଙ୍କ ସୃଷ୍ଟି କରିଥିବାବେଳେ ୭ ଜଣ ଲୋକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ୭ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପାଗଳ ମାଙ୍କଡକୁ ଧରିବା ପାଇଁ ନନ୍ଦନକାନନରୁ ଏକ ସ୍ଵତନ୍ତ୍ର ଟିମ୍ ଆସି ଗୋଟିଏ ମାଙ୍କଡକୁ କାବୁ କରିଛି। ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିବା ପରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଖୁଣ୍ଟୁଣୀ ରେଞ୍ଜର।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories