www.samajalive.in
Thursday, December 11, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମାଆ ଦଶଭୂଜା: କଟକ , ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସହରରେ ବେଶ୍ ଜାକଜମକରେ ସରିଲା ଭସାଣ ଉତ୍ସବ, ପାରମ୍ପରିକ ଓ ଆଧୁନିକ ନୃତ୍ୟ ଗୀତରେ କମ୍ପିଲା ରାଜଧାନୀ ଓ କଟକ ସହର, ସେପଟେ ସିଲଭର ସିଟିରେ ଆଜି ଆଉ କିଛି ମେଢର ହେବ ବିସର୍ଜନ..

ଦିଲ୍ଲୀରେ ଓଡିଶା ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲା: ରାଜ୍ୟ ମହିଳା ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, ପୀଡିତାଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରିବେ ଆଇଜି, ଦିଲ୍ଲୀ ପୁଲିସ ସହ ସମନ୍ବୟ ରଖି ତଦନ୍ତରେ କରିବେ ସହଯୋଗ..

ଅକ୍ଟୋବର ୨୨ରୁ ଏହି ରାଶି ହେବେ ଭାଗ୍ୟଶାଳୀ; ବୁଧ ଚମକାଇବେ ଭାଗ୍ୟ, ମିଳିବ ଧନ, ସଫଳତା..

- Advertisement -

ଆଠଗଡ ଖୁଣ୍ଟୁଣୀ ରେଞ୍ଜ ଘଣ୍ଟିଖାଲ ଗାଁରେ ମାଙ୍କଡ ଆତଙ୍କ: ୭ ଜଣଙ୍କୁ ଗୋଡାଇ ଗୋଡାଇ କାମୁଡିଲା ମାଙ୍କଡ, ବନ ବିଭାଗର ସ୍ଵତନ୍ତ୍ର ଟିମ୍ ଦ୍ଵାରା ଧରାପଡିଲା ମାଙ୍କଡ, ସ୍ଵାସ୍ଥ୍ୟ ପରୀକ୍ଷା ପରେ ସଂରକ୍ଷିତ ଜଙ୍ଗଲରେ ଛଡାଯିବା ନେଇ ସୂଚନା..

ଭିଡିଓରେ ଦେଖନ୍ତୁ; ବର ପାଖରେ ବସିଥିଲେ କନ୍ୟା, ପ୍ରେମିକ ଆସି କଲେ ଏମିତି, ଆଉ ତା’ପରେ..

ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ : ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ପରେ ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରତିକ୍ରିୟା , କହିଲେ କାନାଡାରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଭାରତ ସମ୍ପୃକ୍ତ, ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ..

ତିକ୍ତ ହେଉଛି ଭାରତ-କାନାଡା କୂଟନୈତିକ ସମ୍ପର୍କ : ଭାରତୀୟ ହାଇ କମିଶନରଙ୍କ ସହ ସବୁ ଦୂତାବାସ କର୍ମଚାରୀଙ୍କୁ କାନାଡାରୁ ପ୍ରତ୍ୟାହାର ନିର୍ଦେଶ, କାନାଡାର ୬ କୂଟନୈତିଜ୍ଞଙ୍କୁ ବହିଷ୍କାର କଲା ଭାରତ..

ଭିଡିଓରେ ଦେଖନ୍ତୁ; ସେଓ ଖାଇ ଖାଇ ରାସ୍ତାରେ ଯାଉଥିଲେ ମହିଳା, ଉପରୁ ଖସିଲା ପାଣି ଟାଙ୍କି..

ନବରଙ୍ଗପୁର: ଭସାଣି ବେଳେ ଅଘଟଣ, ଟାଉନ୍ ଥାନା ଅଞ୍ଚଳରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ଦୁଇ ନାବାଳକଙ୍କୁ ଛୁରାମାଡ, ହସ୍ପିଟାଲରେ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର, ୮ ଜଣଙ୍କୁ ଅଟକ ରଖି ଟାଉନ୍ ଥାନା ପୁଲିସର ପଚରାଉଚରା..

ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ
ଅପରାହ୍ନ ୩ଟା ୩୦ରେ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ..

ମାଲକାନଗିରି ଏମଭି-୮ ଗାଁରେ ଅଭାବନୀୟ ଘଟଣା :  ମଦ ପିଇବା ବାହାନାରେ ଡାକି ଯୁବକଙ୍କ ବେକ କାଟି ନିର୍ମମ ଭାବେ ହତ୍ୟା..

ପୋଖରୀରେ ବୁଡି ଭାଇ-ଭଉଣୀ ମୃତ
ବାଲିଅନ୍ତା ଥାନା ସୁବାଳ ଗାଁରେ ଅଘଟଣ
ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଭାଇ-ଭଉଣୀ..

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories