ଭିଡିଓରେ ଦେଖନ୍ତୁ; ବର ପାଖରେ ବସିଥିଲେ କନ୍ୟା, ପ୍ରେମିକ ଆସି କଲେ ଏମିତି, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଥାଆନ୍ତି । ନିକଟରେ ବିବାହର ଏଭଳି ଏକ ଭିଡିଓ ବେଶ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ଷ୍ଟେଜ୍‌ ଉପରକୁ ଆସୁଛନ୍ତି, କନ୍ୟାଙ୍କ ମଥାରେ ଥରେ ନୁହେଁ ବରଂ ୫ ଥର ସିନ୍ଦୂର ପିନ୍ଧାଉଛନ୍ତି । ଏହାପରେ କନ୍ୟାକୁ ନେଇ ଫେରାର … Continue reading ଭିଡିଓରେ ଦେଖନ୍ତୁ; ବର ପାଖରେ ବସିଥିଲେ କନ୍ୟା, ପ୍ରେମିକ ଆସି କଲେ ଏମିତି, ଆଉ ତା’ପରେ..