ଅକ୍ଟୋବର ୨୨ରୁ ଏହି ରାଶି ହେବେ ଭାଗ୍ୟଶାଳୀ; ବୁଧ ଚମକାଇବେ ଭାଗ୍ୟ, ମିଳିବ ଧନ, ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । ଗ୍ରହଙ୍କ ଚଳନ ଯୋଗୁଁ ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ବୁଦ୍ଧି, ବ୍ୟବସାୟ, ସୁଖ-ସମୃଦ୍ଧିର କାରକ ବୁଧ ଶୀଘ୍ର ରାଶି ପରିବର୍ତ୍ତନ କରିବେ । ଦୀପାବଳି ପୂର୍ବରୁ ୨୨ ଅକ୍ଟୋବରରେ ସନ୍ଧ୍ୟା ୬ଟା ୫୮ ମିନିଟ୍‌ରେ ବୁଧ ତୁଳା ରାଶିରେ ଉଦୟ ହେବାକୁ ଯାଉଛନ୍ତି । … Continue reading ଅକ୍ଟୋବର ୨୨ରୁ ଏହି ରାଶି ହେବେ ଭାଗ୍ୟଶାଳୀ; ବୁଧ ଚମକାଇବେ ଭାଗ୍ୟ, ମିଳିବ ଧନ, ସଫଳତା..