www.samajalive.in
Saturday, December 6, 2025
23.1 C
Bhubaneswar

ଭିଡିଓରେ ଦେଖନ୍ତୁ; ସେଓ ଖାଇ ଖାଇ ରାସ୍ତାରେ ଯାଉଥିଲେ ମହିଳା, ଉପରୁ ଖସିଲା ପାଣି ଟାଙ୍କି..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ରାସ୍ତାରେ ଚାଲି ଚାଲି ଯାଉଥିବା ଅବସ୍ଥାରେ ହଠାତ୍‌ ଏକ ପାଣି ଟାଙ୍କି ଆପଣଙ୍କ ଉପରକୁ ଖସି ପଡିଲେ ଅବସ୍ଥା କ’ଣ ହେବ । ଆଜ୍ଞା ହଁ ସୋସିଆଲ ମିଡିଆରେ ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ୨୨ ସେକେଣ୍ଡର ଏହି ଭିଡିଓ ଏବେ ବେଶ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖି ପାରିବେ ଜଣେ ମହିଳା ରାସ୍ତାରେ ସେଓ ଖାଇ ଚାଲି ଚାଲି ଯାଉଛନ୍ତି ।

- Advertisement -

ଗଳି ରାସ୍ତାରେ ଗୋଟିଏ ପଟରୁ ଅନ୍ୟ ପଟକୁ ଯାଉଛନ୍ତି । ସେହି ସମୟରେ ହଠାତ୍‌ ମହିଳାଙ୍କ ଉପରେ ଉପରୁ ଏକ ପାଣି ଟାଙ୍କି ଖସି ପଡୁଛି । ଟାଙ୍କି ଖାଲି ଥିବାରୁ ମହିଳାଙ୍କ କୌଣସି କ୍ଷତି ହୋଇ ନାହିଁ ବୋଲି ଜଣାପଡିଛି । ଭିଡିଓଟି କେଉଁ ଦିନର ଓ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଅକ୍ଟୋବର ୨୨ରୁ ଏହି ରାଶି ହେବେ ଭାଗ୍ୟଶାଳୀ; ବୁଧ ଚମକାଇବେ ଭାଗ୍ୟ, ମିଳିବ ଧନ, ସଫଳତା..

ଭିଡିଓରେ ଦେଖନ୍ତୁ; ବର ପାଖରେ ବସିଥିଲେ କନ୍ୟା, ପ୍ରେମିକ ଆସି କଲେ ଏମିତି, ଆଉ ତା’ପରେ..

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories