www.samajalive.in
Sunday, December 7, 2025
18.1 C
Bhubaneswar

ଭିଡିଓରେ ଦେଖନ୍ତୁ; ବର ପାଖରେ ବସିଥିଲେ କନ୍ୟା, ପ୍ରେମିକ ଆସି କଲେ ଏମିତି, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଥାଆନ୍ତି । ନିକଟରେ ବିବାହର ଏଭଳି ଏକ ଭିଡିଓ ବେଶ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ଷ୍ଟେଜ୍‌ ଉପରକୁ ଆସୁଛନ୍ତି, କନ୍ୟାଙ୍କ ମଥାରେ ଥରେ ନୁହେଁ ବରଂ ୫ ଥର ସିନ୍ଦୂର ପିନ୍ଧାଉଛନ୍ତି । ଏହାପରେ କନ୍ୟାକୁ ନେଇ ଫେରାର ହୋଇ ଯାଉଛନ୍ତି । ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ..
ଏହି ଭିଡିଓଟି ଏକ ବିବାହ ସମାରୋହର । ଜଣେ ବୟସ୍କ ବର ଅନ୍ୟ ଜଣଙ୍କ ସହ କଥାବାର୍ତ୍ତାରେ ବ୍ୟସ୍ତ ରହିଥିବା ବେଳେ ଜଣେ ଯୁବକ କନ୍ୟାଙ୍କୁ ସିନ୍ଦୂର ପିନ୍ଧାଇ ସେଠାରୁ ଫେରାର ହୋଇ ଯାଇଛନ୍ତି ।


ବିବାହ ସମାରୋହ ଚାଲୁଥିବା ସମୟରେ ଷ୍ଟେଜ୍‌ ଉପରେ ବର-କନ୍ୟା ବସିଛନ୍ତି । ବରଙ୍କ ବୟସ ଅଧିକ ଜଣାପଡୁଛି । ମାତ୍ର କନ୍ୟାଙ୍କ ବୟସ ଅଧିକ ନୁହେଁ । ଉଭୟ ଷ୍ଟେଜ୍‌ ଉପରେ ବସିଥିବା ସମୟରେ ଏପରି କିଛି ଘଟଣା ଘଟିଛି, ଯାହା ଅନ୍ୟ ମାନେ କଳ୍ପନା ମଧ୍ୟ କରି ନଥିବେ । ଷ୍ଟେଜ୍‌ ଉପରକୁ କନ୍ୟାଙ୍କ ପୁରୁଷ ବନ୍ଧୁ ଆସି ତାଙ୍କ ମଥାରେ ହଠାତ୍‌ ୫ ଥର ସିନ୍ଦୂର ପିନ୍ଧାଉଛନ୍ତି । ସେଠାରୁ ଫେରାର ହୋଇ ଯାଉଛନ୍ତି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଅକ୍ଟୋବର ୨୨ରୁ ଏହି ରାଶି ହେବେ ଭାଗ୍ୟଶାଳୀ; ବୁଧ ଚମକାଇବେ ଭାଗ୍ୟ, ମିଳିବ ଧନ, ସଫଳତା..

- Advertisement -

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories