୧ହଜାର କିଲୋଗ୍ରାମର କଖାରୁ; ଆମେରିକାରେ ଜିତିଲା ପ୍ରଥମ ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: କଖାରୁ ଆପଣ ୨କେଜିରୁ ୫କେ.ଜି କିମ୍ବା ୧୦ କେ.ଜିର ହୋଇଥିବା ଦେଖିଥିବେ। ହେଲେ କେବେ ୧ ହଜାର କିଲୋଗ୍ରାମର କଖାରୁ ଦେଖିଛନ୍ତି କି। ଏହା ସତ୍ୟ ଯେ ୧ହଜାର କିଲୋଗ୍ରାମର କଖାରୁ ଆମେରିକାରେ ପ୍ରଦର୍ଶିତ ହୋଇ ପ୍ରଥମ ପୁରସ୍କାର ଜିତିଛି। ଭିଡ଼ିଓରେ ଦେଖନ୍ତୁ ୧ ହଜାର କିଲୋଗ୍ରାମର କଖାରୁ . . . .

 

View this post on Instagram

 

A post shared by BBC News Hindi (@bbchindi)

Comments are closed.