ଅଟୋ- ବାଇକ୍ ଧକ୍କା,  ଜଣେ ଗୁରୁତର 

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି – ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ଏକ ବାଇକ୍ ସହ ଅଟୋର ଧକ୍କା ହୋଇଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣାରେ ଯମୁନାପଶି ଗ୍ରାମର ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ତାଙ୍କୁ ରୋଗୀଯାନ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

Comments are closed.