www.samajalive.in
Friday, December 5, 2025
20.1 C
Bhubaneswar

୧୨ ବର୍ଷ ପରେ.. ନବରାତ୍ରରୁ ଓଲଟା ଚଳନ କରିବେ ବୃହସ୍ପତି ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଧନ ମିଳିବା ସହ ହେବ ବିବାହ..

ଦେବଗୁରୁ ବୃହସ୍ପତି ୧୨ ବର୍ଷ ପରେ ବୃଷ ରାଶିରେ ରହିଛନ୍ତି । ଏବେ ଓଲଟା ଚଳନ କରିବେ । ଗୁରୁଙ୍କ ଓଲଟା ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବା ସହ ଉନ୍ନତି ହେବ ।
୩ ଅକ୍ଟୋବର ୨୦୨୪ରେ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଅନେକ ଗ୍ରହ ଚଳନ କରିବା ସହ ଶନି ମଧ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାସହ ୯ ଅକ୍ଟୋବର ୨୦୨୪ରେ ଗୁରୁ ଓଲଟା ଚଳନ କରିବେ। ୪ ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ଗୁରୁ ବୃଷ ରାଶିରେ ରହିବେ । ଏହାର ପ୍ରଭାବରେ ୪ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ । ଜାଣନ୍ତୁ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କର ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ବାଣୀ ଯୋଗୁଁ ସଫଳତା ପାଇବେ । ହଠାତ୍‌ ଧନ ପ୍ରାପ୍ତି ହେବ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ।

ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ ଏସିର ଏହି ତାପମାତ୍ରା; ଜାଣନ୍ତୁ ହୁଏ କି କି ସମସ୍ୟା..

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନଲାଭ ହେବ। ଟଙ୍କା ସଞ୍ଚୟ କରିବେ । ନୂତନ ଚାକିରିର ଯୋଗ ରହିଛି । ବିଦେଶ ଯାତ୍ରା କରି ପାରନ୍ତି । ଅଟକି ଥିବା କାମରେ ସଫଳତା ମିଳିବ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଶତ୍ରୁ ପରାଜୟ ହେବେ । ନୂଆ ଭୂମି ଓ ଯାନ କିଣିବାର ଯୋଗ ରହିଛି । ବିବାହ ଯୋଗ ସହ ଧନ ବୃଦ୍ଧି ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories