ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ ଏସିର ଏହି ତାପମାତ୍ରା; ଜାଣନ୍ତୁ ହୁଏ କି କି ସମସ୍ୟା..

ବର୍ତ୍ତମାନ ସମୟରେ ଖରାଦିନେ ହେଉ କିମ୍ବା ଅନ୍ୟ ଦିନରେ ଏସି ବ୍ୟବହାର କରିବା ସାଧାରଣ କଥା । ବିଶେଷ କରି କାମ କରିବା ପରେ ଅଧିକ ଗରମ ଅନୁଭବ ହେବା କାରଣରୁ ଓ ଅଫିସ୍‌ରେ ଲୋକେ ଏସିର ବ୍ୟବହାର କରି ଥାଆନ୍ତି । ମାତ୍ର ସଠିକ୍‌ ତାପମାତ୍ରାରେ ଏସିର ବ୍ୟବହାର ନକରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଅଧିକାଂଶ ସମୟରେ ଦେଖାଯାଏ, ଲୋକେ ଏସିର ତାପମାତ୍ରା ଖୁବ୍‌ କମ୍‌ କରି ବ୍ୟବହାର କରି … Continue reading ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ ଏସିର ଏହି ତାପମାତ୍ରା; ଜାଣନ୍ତୁ ହୁଏ କି କି ସମସ୍ୟା..