www.samajalive.in
Saturday, December 6, 2025
23.1 C
Bhubaneswar

ବଡ ଅଘଟଣ; ବସ୍‌ରେ ଜୀଅନ୍ତା ଜଳିଗଲେ ୨୫ ସ୍କୁଲ ପିଲା

ବ୍ୟାଂକକ : ବ୍ୟାଂକକରୁ ମଙ୍ଗଳବାର ଏକ ବଡ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍‌ରେ ନିଆଁ ଲାଗି ଯାଇ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକାରୀ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଏହି ସୂଚନା ମିଳିଛି । ବସ୍‌ରେ ପ୍ରାୟ ୪୪ ଜଣ ଯାତ୍ରା କରୁଥିଲେ ଓ ସମସ୍ତେ ମଧ୍ୟ ଉଥାଇ ବ୍ୟାଂକକ ସ୍କୁଲକୁ ଯିବା ପାଇଁ ବସ୍‌ରେ ଯାଉଥିଲେ । ସେହି ସମୟରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା ।
ରାସ୍ତାରେ ବସ୍‌ଟିରେ ନିଆଁ ଲାଗି ଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖାଯାଇଛି। ଉଦ୍ଧାରକାରୀ ଦଳଙ୍କ କହିବାନୁଯାୟୀ, ଟାୟାର ଫାଟିବା ପରେ ରାସ୍ତାରେ ଓଭରଟେକ୍‌ କରିବା ସମୟରେ ଧକ୍କା ହେବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ ଏସିର ଏହି ତାପମାତ୍ରା; ଜାଣନ୍ତୁ ହୁଏ କି କି ସମସ୍ୟା..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories