www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..

ନୂଆଦିଲ୍ଲୀ : ଭାରତ ଦେଶରେ ଅନେକ ମନ୍ଦିର ରହିଛି । ସେଠାରେ ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଥାଆନ୍ତି । ମନ୍ଦିରରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ଭଳି ତାଙ୍କ ବାହନକୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଥିବା ଦେଖାଯାଏ । କୁହାଯାଏ ନନ୍ଦି ଭଗବାନ ଶିବ ଶଙ୍କରଙ୍କୁ ଖୁବ୍‌ ପ୍ରିୟ । ସୋସିଆଲ ମିଡିଆରେ ମନ୍ଦିର ଭିତରେ ଜଣେ ଭକ୍ତ-ଷଣ୍ଢଙ୍କ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ ସହ ଭୟଭୀତ ମଧ୍ୟ କରିବ।

ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..

- Advertisement -

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ଏବେ ଲୋକଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି। ଭିଡିଓରେ ଦେଖି ପାରିବେ ମନ୍ଦିର ନିକଟରେ ଏକ ଷଣ୍ଢକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଛି । ହଠାତ୍‌ ସେହି ସମୟରେ ଷଣ୍ଢଟି ଜଣେ ଶ୍ରଦ୍ଧାଳୁଙ୍କ ନିକଟକୁ ଯାଇ ନିଜ ଶିଙ୍ଗରେ ମାରି ତଳେ ପକାଇ ଦେଉଛି । ତାଙ୍କ ନିକଟରେ ହିଁ ରହୁଛି । ଶ୍ରଦ୍ଧାଳୁ ଜଣକ ତଳେ ପଡିଯିବା ପରେ ସେଠାରୁ ଦୌଡିବାକୁ ଚେଷ୍ଟା ନକରି ବରଂ ଷଣ୍ଢଙ୍କ ଗୋଡକୁ ବାରମ୍ବାର ବାରମ୍ବାର ଧରୁଛନ୍ତି । ହାତ ଯୋଡି ମୁଣ୍ଡିଆ ମାରୁଛନ୍ତି । ସେଠାରେ ଥିବା ଅନ୍ୟ ଜଣେ ଭକ୍ତ ଷଣ୍ଢକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଷଣ୍ଢଙ୍କ ଗୋଡକୁ ବାରମ୍ବାର ଧରି ତଳେ ପଡିଥିବା ଶ୍ରଦ୍ଧାଳୁ ଜଣକ ତାଙ୍କୁ ଶାନ୍ତ କରି ଦେଉଛନ୍ତି । ଷଣ୍ଢ ମଧ୍ୟ ଶାନ୍ତ ହୋଇ ଯାଉଥିବା ଭିଡିଓରେ ଦେଖିପାରିବେ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories