www.samajalive.in
Friday, December 5, 2025
17.1 C
Bhubaneswar

ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ମାତ୍ର କିଛି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିଥାଏ । ଗ୍ରହଙ୍କ ରାଜକୁମାର ବୁଧ ୨୩ ସେପ୍ଟେମ୍ବରରେ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି । ଏହି ରାଶି ପରିବର୍ତ୍ତନ ଦ୍ୱାରା ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ।

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନରେ ଥିବା ସମସ୍ୟା ଦୂର ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଜୀବନରେ ସକରାତ୍ମକ ଭାବନା ରହିବ।

- Advertisement -

ମିଥୁନ – ଏହି ରାଶିଙ୍କୁ ମଧ୍ୟ ସକରାତ୍ମକ ଫଳ ମିଳିବ । ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଧନ ପ୍ରାପ୍ତି ହେବ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଜୀବନରେ ଥିବା ସମସ୍ୟା ଦୂର ହେବ । ନୂଆ ଚାକିରିିର ସୁଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଧନ ଲାଭର ଯୋଗ ରହିଛି।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ସହ ବ୍ୟବସାୟୀ ଖୁବ୍‌ ଲାଭବାନ୍‌ ହେବେ । ଶୁଭ ଖବର ମିଳିବ । ପରିବାର ସଦସ୍ୟଙ୍କ ସହ ହସଖୁସିର ସମୟ ଅତିବାହିତ କରିବେ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ଦରମା ବୃଦ୍ଧି ହେବ। ବିବାହ ସ୍ଥିର ହେବ। ଚାକିରିରେ ପଦନ୍ନୋତି ହେବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories