ବିପୁଳ ପରିମାଣରେ ଗଞ୍ଜେଇ ଜବତ

କଳାବାଡିଆ: ଚୋରା ଚାଲାଣ ବେଳେ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନସ୍ଥ ଝାରପୋଖରିଆ ଟୋଲ୍ ଗେଟ ନିକଟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଅଧିକାରୀ ଏକ ଗାଡ଼ିରେ ପଡ଼ୋଶୀ ରାଜ୍ୟକୁ ବିପୁଳ ପରିମାଣର ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଗାଡ଼ିକୁ ପିଛା କରି ଧରିବା ସହ ଡ୍ରାଇଭର ସମେତ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Comments are closed.