www.samajalive.in
Saturday, December 6, 2025
17.1 C
Bhubaneswar

ବଦଳିଲା ମୋ ସ୍କୁଲ୍‌ ଅଭିଯାନ ନାଁ

ଭୁବନେଶ୍ୱର : ବଦଳିଲା ମୋ ସ୍କୁଲ୍‌ ଅଭିଯାନ ନାଁ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନର ନାଁ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି । ଏହି ନାଁ ବଦଳି ନୂଆ ନାଁ ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ ରଖାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି କରାଯାଇଛି ।

‘ସୁଭଦ୍ରା’ଯୋଜନା ; ଜଣଙ୍କ ପିଛା ଶହେ ଟଙ୍କା ମାଗି ଅଭିଯୁକ୍ତ ଗିରଫ

ବୈଜ୍ଞାନିକଙ୍କ ଘରେ କଳା କନା ବୁଲାଇ ଲୁଟି ନେଲେ ୫୦ ଭରି ସୁନା..

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories