‘ସୁଭଦ୍ରା’ଯୋଜନା ; ଜଣଙ୍କ ପିଛା ଶହେ ଟଙ୍କା ମାଗି ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ‘ସୁଭଦ୍ରା’ ଯୋଜନାକୁ ନେଇ ଅନେକ ସ୍ଥାନରେ ଟଙ୍କା ଆଦାୟ କରାଯାଉଛି। ଏହାକୁ ନେଇ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମନିଗାଁର ଏକ ଜନସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ନେଇ ଆବେଦନକାରୀ ମହିଳାଙ୍କ ଠାରୁ ଜଣଙ୍କ ପିଛା ଶହେ ଟଙ୍କା ଆଦାୟ ହେଉଥିବା ଖବର ‘ସମାଜ’ରେ ପ୍ରକାଶିତ ହୋଇଥିଲା। ଏନେଇ ବଲାଙ୍ଗୀର ଜିଲ୍ଲାପାଳ ତଥା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସେବା କେନ୍ଦ୍ରର … Continue reading ‘ସୁଭଦ୍ରା’ଯୋଜନା ; ଜଣଙ୍କ ପିଛା ଶହେ ଟଙ୍କା ମାଗି ଅଭିଯୁକ୍ତ ଗିରଫ