ବୈଜ୍ଞାନିକଙ୍କ ଘରେ କଳା କନା ବୁଲାଇ ଲୁଟି ନେଲେ ୫୦ ଭରି ସୁନା..

ଭୁବନେଶ୍ୱର : ବୈଜ୍ଞାନିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚନ୍ଦକା ଥାନା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟି ନେଲେ ଦୁର୍ବୃତ୍ତ । ପ୍ରାୟ ୫୦ ଭରି ସୁନା ଲୁଟି ନେଇଛନ୍ତି । ବୈଜ୍ଞାନିକ ବିଦେଶ ଗସ୍ତରେ ବାହାରେ ଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍‌ କରିଛନ୍ତି । ୩୭ ବର୍ଷ ହେବ ଯାହା ଗହଣା କିଣିଥିଲେ ସବୁ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । … Continue reading ବୈଜ୍ଞାନିକଙ୍କ ଘରେ କଳା କନା ବୁଲାଇ ଲୁଟି ନେଲେ ୫୦ ଭରି ସୁନା..