ବିରୂପା ନଦୀରେ ବୁଡି ଜଣେ ମୃତ, ଜଣେ ନିଖୋଜ
ଚଣ୍ଡିଖୋଲ : ନାନପୁର ବିରୂପା ନଦୀରେ ଦୁଇ ଜଣ ବୁଡି ଯାଇଥିବାବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି । ବୁଧବାର ୨ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ଉଭୟ ବୁଡି ଯାଇଥିଲେ । ପରେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି ।
Comments are closed.