www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ମହିଳା ଏମିତି ଜାଗାରେ ସଫା କରୁଥିଲେ ଝରକା, ଅଟ୍ଟାଳିକାକୁ ଦେଖି ବୁଲାଇଦେବ ମୁଣ୍ଡ..

ନୂଆଦିଲ୍ଲୀ :ଦୀପାବଳି ପର୍ବକୁ କିଛି ଦିନ ବାକି ଅଛି। ଦୀପାବଳି ପର୍ବ ପୂର୍ବରୁ ଲୋକେ ନିଜ ଘର ଦ୍ୱାରକୁ ଭଲ ଭାବେ ସଫା କରନ୍ତି । ତେବେ ସଫା କରିବାକୁ ନେଇ କିଛି ଲୋକେ ଏପରି କିଛି କରି ଥାଆନ୍ତି, ଯାହା ଆଶ୍ଚର୍ଯ୍ୟ ଚକିତ କରି ଦେବ । ଘରକୁ ସଫା କରିବା ପାଇଁ ଜଣେ ମହିଳା ଏଭଳି କିଛି କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଘର ସଫା କରିବା ପାଇଁ ମହିଳା ଜଣକ ନିଜ ଜୀବନକୁ ବିପଦରେ ପକାଇଥିବା ଦେଖାଯାଇଛି ।

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

- Advertisement -

ଭିଡିଓରେ ପ୍ରଥମେ ଜଣେ ମହିଳାଙ୍କୁ ଦେଖିପାରିବେ । ଯେ କି ଝରକା ବାହାରେ ଠିଆ ହୋଇ ସଫା କରୁଥିବା ଦେଖିପାରିବେ । ତାଙ୍କ ହାତରେ ଏକ କପଡା ଓ ନିକଟରେ ଥିବା ଏକ ବାଲତି ମଧ୍ୟ ଦେଖିପାରିବେ । ଭିଡିଓଟିକୁ ଦେଖିଲେ ଆପଣଙ୍କୁ ଭୟଭୀତ ଲାଗିବ । କାରଣ ମହିଳା ଜଣକ ଯେଉଁ ଝରକା ବାହାରେ ଠିଆ ହୋଇଛନ୍ତି, ସେହି ଅଟ୍ଟାଳିକା ଏକ, ଦୁଇ, ତିନି କିମ୍ବା ୪ ମହଲା ବିଶିଷ୍ଟ ନୁହେଁ ବରଂ ଏଥିରେ ଅନେକ ମହଲା ରହିଛି । ସାମାନ୍ୟ ଅସାବଧାନତା କାରଣରୁ ଜୀବନ ମଧ୍ୟ ଚାଲି ଯାଇପାରେ । ମାତ୍ର ମହିଳା ଜଣକ ଖୁବ୍‌ ଆରାମରେ ସଫା କରୁଥିବା ଦେଖିପାରିବେ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଭିଡିଓରେ ଦେଖନ୍ତୁ ; ଶୋଇବା କକ୍ଷରେ କେମିତି ଲୁଚିଥିଲା ୯ ଫୁଟର ଅହିରାଜ..

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories