www.samajalive.in
Saturday, December 6, 2025
16.1 C
Bhubaneswar

୬୫ ବର୍ଷ ବୟସରେ ଆଖି ବୁଜିଲା ‘ଖରସେଲ’

ସମ୍ବଲପୁର : ଡେବ୍ରିଗଡ ଅଭୟାରଣ୍ୟରେ ହାତୀ ‘ଖରସେଲ’ର ମୃତ୍ୟୁ ଘଟିଛି । ୬୫ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଡେବ୍ରିଗଡ ଡିଏଫଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ପ୍ରାୟ ୫ ରୁ ୬ ମାସ ହେବ ହାତୀ ଠିକ୍‌ ରେ ଚଳପ୍ରଚଳ କରୁନଥିଲା । ଖାଦ୍ୟ ମଧ୍ୟ ଠିକରେ ଗ୍ରହଣ କରୁନଥିଲା । ଖରସେଲକୁ ବଲାଙ୍ଗୀର ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ଅଣାଯାଇଥିଲା ।

ଦେଖନ୍ତୁ ଭିଡିଓ; ପ୍ରବଳ ବର୍ଷାରେ ଧରା ହେଲା ବିଶାଳ ଅଜଗର..

ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌ ; ମିଳିବ ଏସବୁ ସୁବିଧା..

- Advertisement -

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories